Jump to content

ତୁଣ୍ଡିକା

ଉଇକିଅଭିଧାନ‌ରୁ

ତୁଣ୍ଡିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତୁଣ୍ଡ+କ+ ସ୍ତ୍ରୀ. ଆ)

[ସମ୍ପାଦନା]
୧. ତଣ୍ଟି (ହିନ୍ଦୀ - ଶବ୍ଦସାଗର) — ୧. Throat.
୨. ଥଣ୍ଟ (ହିନ୍ଦୀ - ଶବ୍ଦସାଗର) —୨. Beak.
୩. କଇଁ ଚିକାକୁଡ଼ି (ଦେଖ) - ୩. Kaiñchi kākuṟḍ̠i (See)