ତୁଣ୍ଡ ପୋଡ଼ା
ଦେଖଣା
ତୁଣ୍ଡ ପୋଡ଼ା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତୁଣ୍ଡ ପୋଡ଼ା
|
(ତଣ୍ଡୁପଡ଼ା—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ତୁଣ୍ଡ ପୋଡ଼ା
|
ତେଲୁଗୁ - ଅଗ୍ନିବେଣ୍ଡମୁ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଅଗ୍ନି କୁମାର)
[ସମ୍ପାଦନା]ନାରଙ୍ଗାଦି ବର୍ଗର ବନ୍ୟ କଣ୍ଟକୀ କ୍ଷୁପବିଶେଷ — A kind of throny shrub with pungent leaves; Toddalia Aculeata.
[ଦ୍ରଷ୍ଟବ୍ୟ —ଏହାର ପତ୍ର ତ୍ରିପର୍ଣ୍ଣ, ପତ୍ରର ପିଠିରେ ମଧ୍ୟ କଣା ଥାଏ; ପତ୍ର କଟୁଗନ୍ଧବିଶିଷ୍ଟ ଏବଂ ତାହା ଚୋବାଇଲେ ତୁଣ୍ଡ ପୋଡ଼େ ଏହାର ଫୁଲ ଏକଲିଙ୍ଗ, ଫଳ ଗୋଲାକାର ଓ କ୍ଷୁଦ୍ର]