ତୁଣ୍ଡ ଶୁଣେଇବା
ଦେଖଣା
ତୁଣ୍ଡ ଶୁଣେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତୁଣ୍ଡ ଶୁଣେଇବା
|
ଦେଶଜ - କ୍ରି.
[ସମ୍ପାଦନା]- ୧. ଆପଣାର କଣ୍ଠସ୍ୱର ଅନ୍ୟବ୍ୟକ୍ତି ଶୁଣିପାରିବା ଭଳି କଥା କହିବା — ୧. To talk loudly so that one's voice will be audible to another.
(ଯଥା—ଅନ୍ଧଲୋକଟି ରାତିରେ ବାଟ ଚାଲିଲା ବେଳେ ମଝିରେ ମଝିରେ ତୁଣ୍ଡ ଶୁଣାଉ ଥାଏ)
ଅନୁବାଦ
[ସମ୍ପାଦନା]ତୁଣ୍ଡ ଶୁଣେଇବା
|
- ୨. କୌଣସି ଲୋକର ଆଗରେ ଆପଣାର ମନୋଗତ ଭାବ ବା ପ୍ରାର୍ଥନା ଜଣାଇବା — ୨. To express one's prayer or thoughts before another by word of mouth.
(ଯଥା—ଦାତାଙ୍କୁ ତୁଣ୍ଡ ଶୁଣାଇଲେ ଭିକ୍ଷୁକର ଦୁଃଖ ମେଣ୍ଟାଯିବା)