Jump to content

ତୁଣ୍ଡ ସେଇଁବା

ଉଇକିଅଭିଧାନ‌ରୁ

ତୁଣ୍ଡ ସେଇଁବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ତୁଣ୍ଡ ସିଲେଇ କରିବା—ଅନ୍ୟରୂପ)

ଦେଶଜ - କ୍ରି.

[ସମ୍ପାଦନା]
୧. ନିଜେ କିଛି କଥା ନ କହି ଚୁପ୍ହୋଇ ରହିବା —୧. To keep studiously silent.
୨. ଅନ୍ୟ ବ୍ୟକ୍ତିକୁ କଥା କୁହାଇ ନ ଦେବା —୨. Not to allow another to speak.