Jump to content

ତୁତା କରିବା

ଉଇକିଅଭିଧାନ‌ରୁ

ତୁତା କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ତୁ ତାରେ ରା କରିବା, ତୁ ତା ବେ ବା କରିବା ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. କୌଣସି ବ୍ୟକ୍ତିକୁ ଅବଜ୍ଞାସୂଚକ ସଂବୋନ କରିବା; ଅବମାନନାସୂଚକ କଥା ବା ତୁକାର ପ୍ରୟୋଗ କରିବା —୧. To use slag terms (thou and thee) to a person; to use scornful address or foul words.
୨. ଭର୍ସନା କରିବା — ୨. To recriminate.