ତୁତି
ଦେଖଣା
ତୁତି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା](ତୁତ୍ତି, ତୋତି—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ତୁତି
|
ବୈଦେଶିକ - ବିଶେଷ୍ୟ - (ଫା)
[ସମ୍ପାଦନା]- ୧. କ୍ଷୁଦ୍ର ପକ୍ଷିବିଶେଷ — ୧. The rose finch (bird); the canary bird; Carpodacus Erythrinus; Serinus Canarius.
ସାରୀ ଶୁଆ ଶ୍ୟାମା ତୁତି ଚଷ ପୁଅ ଦୟାଳୁ ପୁଣି ମୂନିଆ ରାଧାନାଥ. ଯଯାତି
[ଦ୍ରଷ୍ଟବ୍ୟ —ଏହା ଶାଖାଶ୍ରୟୀ ବର୍ଗର ପକ୍ଷୀ; ୭/୮: ଆଙ୍ଗୁଳ ଲମ୍ୱ ଏହାର ମୁଣ୍ଡ ଗଳା ଛାତି ଗୋଲାପୀ ରଙ୍ଗ; ପିଠି ଖଇରା ଏବଂ ବସନ୍ତକାଳରେ ରକ୍ତବର୍ଣ୍ଣ ହୁଏ ଏହାର ଆଖି ଧଳା ଏ 'ଭୁତିଦ୍ଭୀତ୍ତ' ମଧୁର ଶବ୍ଦ ଉଚ୍ଚାରଣ କରେ ଏଥିପାଇଁ ଲୋକେ ଏହାକୁ ପୋଷନ୍ତି ଏ ତୁତ୍କୋଳିର ପ୍ରିୟ ଥିବାରୁ ଏହାର ଏପରି ନାମକରଣ ହୋଇଅଛି]
- ୨. ଏକପ୍ରକାର ଛୋଟ ଶୁଆ — ୨. A small species of parrot.
[ଦ୍ରଷ୍ଟବ୍ୟ —ଏହାର ଥଣ୍ଟ ହଳଦିଆ, ବେକ ବାଇଗଣୀ ଓ ପକ୍ଷୀ ଏବଂ ପିଠି ଶାଗୁଆ]