ତୁତିଆ
ତେ=ମୟୁରତୁଥିମୁଁ
ତାମ୍ରଘଟିତ ନୀଳବର୍ଣ୍ଣ ଉପରସବିଶେଷ; ମହିରିଗିରିଆ —Blue vitriol; copper sulphate.
[ଦ୍ରଷ୍ଟବ୍ୟ —ଏହା ଦୁଇପ୍ରକାର—ମୟୁରତୁତ୍ଥ ଓ ଖର୍ପରତୁତ୍ଥ]
(ଅନ୍ୟ ସଂସ୍କୃତ - ନାମ—ତୁତ୍ଥ, ମୟୁରଗ୍ରୀବକ, ନୀଳାଞ୍ଜନ)