Jump to content

ତୁତ୍

ଉଇକିଅଭିଧାନ‌ରୁ

ତୁତ୍

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ତୁଁତ—ଅନ୍ୟରୂପ)

=== ବୈଦେଶିକ - ବିଶେଷ୍ୟ - (ଫାରାସୀ - ତୁତ୍; ଢୁଳ. ସଂସ୍କୃତ - ତୂତ M.W.).—

କ୍ଷୀରବିଶିଷ୍ଟ କୃଷିଜାତ କ୍ଷୂପବିଶେଷ — The Mulberry plant; Morus Indica; Morus Alba.

[ଦ୍ରଷ୍ଟବ୍ୟ —ଏ ଗଛର ପତ୍ର ଶୀତକାଳରେ କଅଁଳେ; ଏହା ଓସ୍ତପତ୍ର ପରି ଏହି ପତ୍ର ରେସମପୋକର ଖାଦ୍ୟ ଏହି ଗଛର କୋଳି ପାଚିଲେ ଖଟା ମିଠା ଲାଗେ ଲୋକେ ଏହାକୁ ଖାଆନ୍ତୁ ଏ ଫଳ ଶୀତଦିନେ ପାଚେ ଏ ଇଉରୋପର ଗଛ ଓ ଆସିଆର ଶୀତ ପ୍ରଧାନ ଦେଶମାନଙ୍କର ଜନ୍ମେ]