Jump to content

ତୁଦନ

ଉଇକିଅଭିଧାନ‌ରୁ

ତୁଦନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତୁଦ ଧାତୁ= ପୀଡ଼ା ଦେବା+ ଭାବ ଅନ)

[ସମ୍ପାଦନା]
୧. ପୀଡ଼ନ —୧. Tormenting.
୨. ପୀଡ଼ା; ବ୍ୟଥା —୨. Aching.