ତୁନି
ଦେଖଣା
ତୁନି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ତୁଷ୍ଣୀଂ)
[ସମ୍ପାଦନା]- ୧. ନୁର୍ବାକ୍; ନୀରବ; ଚୁପ୍ — ୧. Silent.
ନୋହିଲେ କାଠି ଦେଇ ରହ ହୋଇ ତୁନି କୃଷ୍ଣସିଂହ ମହାଭାରତ ସଭା
- ୨. ଲୁକ୍କାୟିତ; ଗୁପ୍ତ —୨. Concealed.
- ୩. ନିସ୍ତବ୍ଧ —୩. Calm and quiet.
ଅନୁବାଦ
[ସମ୍ପାଦନା]ତୁନି
|
(ତୁଇନି—ଅନ୍ୟରୂପ)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ନୀରବତା —Silence.
- ୨. ନିସ୍ତବ୍ଧତା —୨. Quiet.
- ୩. କାନ୍ଦ ବା ବା କଥା ବନ୍ଦ କରିବା — ୩. Stopping of talking or crying.
ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ନୀରବରେ —୧. Silently; quietly.
- ୨. ଗୁପ୍ତଭାବରେ —୨. Stealthily.