ତୁନି କରିବା
ଦେଖଣା
ତୁନି କରିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରିୟାପଦ - (ସଂସ୍କୃତ - ତୁଷ୍ଣୀଂ)
[ସମ୍ପାଦନା]- ୧. କଥା କହୁଥିବା ବା କାନ୍ଦୁଥିବା ବ୍ୟକ୍ତିକୁ ସାନ୍ତ୍ୱନା ଦେଇ ବା ଡରାଇ ତାହାର କଥା ବା କାନ୍ଦ ବନ୍ଦ କରାଇବା —୧. To stop the crying or talking of a person.
- ୨. ଅନ୍ୟର ମୁହଁ ବନ୍ଦ କରିବା; ଅନ୍ୟ ବ୍ୟକ୍ତିକୁ କଥା କୁହାଇ ନ ଦେବା —୨. To stop the mouth of a person; not to let a person speak.
[ତୁନିକରା(ରେ)ଇବା—ଅନ୍ୟରୂପ]