ତୁନି ମୁନି
(ବ୍ୟଙ୍ଗାର୍ଥ)—ଚୁପ୍ ସଇତାନ୍ ଲୋକ; ଯେଉଁ ବ୍ୟକ୍ତି ବାହାରେ ମୁନି ପରି ଚୁପ୍ଚାପ୍ ରହି ସାଧୁ ଓ ବାକ୍ସଂଯମୀ ବୋଲି ଜଣାଯାଏ, କିନ୍ତୁ ଭିତରେ ଭାରି ଦୁଷ୍ଟ ବା ଖଳ —(ironical) One who assumes a silent exterior but is in-<? ?> Wardly Vicious.