ତୁନ୍
ଦେଖଣା
ତୁନ୍
ଉଚ୍ଚାରଣ
[ସମ୍ପାଦନା](ତୁନ୍ଦ୍—ଅନ୍ୟରୂପ)
ଅନୁବାଦ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତୁନ୍
|
ସଂସ୍କୃତ - ନାମ—ତୁନ୍ନ, ତୁଣୀ, ତୁନ୍ନକ, ଆପୀନ, ତୂଣିକ, କଚ୍ଛପ, କୁଠେରକ, କାନ୍ତଳକ, ନନ୍ଦିବୃକ୍ଷ, ନନ୍ଦକ, ମହାନିମ୍ୱ |
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୁନ୍ନ; ତୂଣୀ)
[ସମ୍ପାଦନା]ବନ୍ୟବୃକ୍ଷବିଶେଷ —A wild trees; the Toon tree; Cedrela Toona.
[ଦ୍ରଷ୍ଟବ୍ୟ —ଏହା ଉତ୍ତର ଭାରତରେ ଜନ୍ମେ ଏହାର ଉଚ୍ଚତା ୬ ହାତ ଓ ୧୨: ହାତ ପର୍ଯ୍ୟନ୍ତ ହୁଏ; ପତ୍ର ନିମ୍ୱ ପତ୍ର ପରି ଶୀତକାଳରେ ଏ ପତ୍ର ଝଡ଼ିପଡ଼େ ବସନ୍ତ କାଳରେ ଗଛରେ ଫୁଲ ଫୁଟେ ଏ ଫୁଲ ନିମ୍ୱ ଫୁଲ ପରି ଧଳା ଓ ଭିତର ହଳଦିଆ ଫୁଲରୁ ଏକପ୍ରକାର ବସନ୍ତ ରଙ୍ଗ ତିଆରି ହୁଏ ଏ ଗଛର କାଠ ନାଲି ଓ ମଜଭୁତ୍ ଏ କାଠରେ ଉଇ ବା ପୋକ ଲାଗନ୍ତି ନାହିଁ ଏଥିରେ ମେଜ ଆଦି ଓ ଚାହା ବାକ୍ସ ତିଆରି ହୁଏ; ବୈଦ୍ୟଶାସ୍ତ୍ର ମତରେ ଏହା କଟୁବିପାକ, କଷାୟମଧୁରତିକ୍ତରସ, ଲଘୁ, ଧାରକ, ଶୀତବୀର୍ଯ୍ୟ ଓ ଶତ୍ରୁବର୍ଦ୍ଧକ; ଏହା ବ୍ରଣ, କୁଷ୍ଠ ଓ ରକ୍ତପିତ୍ତନାଶକ ଏହା ମାହାଳଗଛ ପରି]
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ତିଅଣ —Curry.