ତୁବର
ଦେଖଣା
ତୁବର
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତୁ. ଧାତୁ= ପୀଡ଼ା କରିବା+ କର୍ତ୍ତୃ. ବର)
[ସମ୍ପାଦନା]- ୧. କଷାୟ ରସ —୧. Astringent taste or flavour;
- ୨. ହରଡ଼ (ହିନ୍ଦୀ - ଶବ୍ଦସାଗର) —୨. A kind of pulse; the pigeon-pea.
- ୩. ନଦୀ ଓ ସମୁଦ୍ର ତଟରେ ଜନ୍ମିବା ଗୁଳ୍ମବିଶେଷ — Name of a plant growing on the bank of rivers or the sea.
[ଦ୍ରଷ୍ଟବ୍ୟ —ଏହାର ଫଳ କଁୟା (ତେନ୍ତୁଳି) ପରି ଏ ଫଳ ଖାଇଲେ ଗାଈ ଇତ୍ୟାଦି ପଶୁ ବେଶି ଦୁଧ ଦିଅନ୍ତି ହିନ୍ଦୀ - ଶବ୍ଦସାଗର]
ବିଶେଷଣ -
[ସମ୍ପାଦନା]- ୧. କଷା —୧. Astringent.
- ୨. (ପୁଂ) ମାଖୁନା; ଯେଉଁ ପୁରୁଷର ଆଦୈ ଦାଢ଼ି ବା ନିଶ ଉଠେ ନାହିଁ —୨. (a person) In whom no beard or mustaches grow.