Jump to content

ତୁମ୍ପୁଡ଼ା

ଉଇକିଅଭିଧାନ‌ରୁ

ତୁମ୍ପୁଡ଼ା

ଉଚ୍ଚାରଣ

[ସମ୍ପାଦନା]

(ତୁଂପୁଡ଼ା—ଅନ୍ୟରୂପ)

ଦେଶଜ - ବିଶେଷଣ - (ସଂସ୍କୃତ - ସଙ୍କୁଚିତ)

[ସମ୍ପାଦନା]
୧. ଶୁଷ୍କ — ୧. Withered.
୨. ସଙ୍କୁଚିତ; ସେମେଟା — ୨. Contracted; wrinkled; shrunk.