ତୁମ୍ୱୀ
ଦେଖଣା
ତୁମ୍ୱୀ
ଉଚ୍ଚାରଣ
[ସମ୍ପାଦନା](ତୁମ୍ୱିକା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ତୁମ୍ୱ୍ ଧାତୁ+ସଂଜ୍ଞାର୍ଥେ. ଈ)
[ସମ୍ପାଦନା]ତୁମ୍ୱ (ଦେଖ) - Tumba (See)
ଏତେ କହୁଅଛି ତୁମ୍ୱୀ (୧) ଅବଲମ୍ୱ ସେ କାଳରେ କରେ କରିବ—ଭଞ୍ଜ, ପ୍ରେମସୁଧାନିଧି
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ତୁମ୍ୱି (ଦେଖ) - —Tumbi (See)
କବି ବଚାରିଲା ବିଚିତ୍ର ହେଲା ତୁମ୍ୱୀ ବୁଡ଼ିଲା ନ ବୁଡ଼ି ଶଇଳ ସରଳ ଯା ଭାସିଲା— ଭଞ୍ଜ. ଲାବଣ୍ୟବତୀ