Jump to content

ତୁରଗ

ଉଇକିଅଭିଧାନ‌ରୁ

ତୁରଗ

ଉଚ୍ଚାରଣ

[ସମ୍ପାଦନା]
(ତୁରଗୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - ପୁଂ. (ତ୍ୱରା+ଗମ୍ ଧାତୁ+କର୍ତ୍ତୃ. ଅ; ନିପାତନ.)

[ସମ୍ପାଦନା]
୧. ଘୋଟକ;; ଅଶ୍ୱ ଘୋଡ଼ା — ୧. Horse.
୨. ମନ; ଚିତ୍ତ —୨. The mind.
୩. ସାତ ସଂଖ୍ୟା —୩. The number seven.