Jump to content

ତୁରଗୀ

ଉଇକିଅଭିଧାନ‌ରୁ

ତୁରଗୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ପୁଂ— (ତୁରଗ+ଇନ୍; ୧ମା;୧ବ.)

[ସମ୍ପାଦନା]

ଘୋଡ଼ାସବାର; ଅଶ୍ୱାରୋହୀ —A horseman; horse-rider; a cavalier.

ସ୍ତ୍ରୀ.

[ସମ୍ପାଦନା]
୧. (ତୁରଗ+ସ୍ତ୍ରୀ. ଈ)— ୧ ଘୋଟକୀ; ଘାଡ଼ୀ; ମାଈଘୋଡ଼ା —୧. A mare.
୨. ଅଶ୍ୱଗନ୍ଧା (ଦେଖ) - —୨. Aṣwagandhā (See)