ତୁରଙ୍ଗ (ଇତ୍ୟାଦି)
ଦେଖଣା
ତୁରଙ୍ଗ (ଇତ୍ୟାଦି)
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ପୁଂ.
[ସମ୍ପାଦନା]ତୁରଗ ଇତ୍ୟାଦି (ଦେଖ) - Turaga etc (See)
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ଶୀଘ୍ରଗାମୀ —Swift.
ବୈଦେଶିକ - ବିଶେଷ୍ୟ -
[ସମ୍ପାଦନା](ଇଂରାଜୀ - ଟ୍ରଙ୍କ୍) ଟିଣର ବା ଲୁହାର ପେଟେରା — A tin or steel trunk.