ତୁରଞ୍ଜ
ଦେଖଣା
ତୁରଞ୍ଜ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ବୈଦେଶିକ - ବିଶେଷ୍ୟ - (ଫାରାସୀ - ତରଂଜ୍; ଆରବୀ - ତୁର୍ଜ)
[ସମ୍ପାଦନା]- ୧. ଟଭା ଜାତୀୟ ଏକପ୍ରକାର ଫଳ —୧. Lemon; Citrus; Medica, var. Typica; citron; Lunonum (Kirtikar).
- ୨. କୁର୍ତ୍ତାର ପିଠାପାଖରେ, ଶାଲର କଣରେ ଆମ୍ୱ ବା ପାନପତ୍ର ଆକାରର ତିଆରି ଛୁଞ୍ଚିକାମ —୨. A needle- work resembling a mango or betel leaf worked on the back of a coat or the corners of a shawl.