ତୁରଷ୍କ
ଦେଖଣା
ତୁରଷ୍କ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ନାମ) (ସଂସ୍କୃତ - ତୁରୁଷ୍କ)
[ସମ୍ପାଦନା]- ୧. ତୂର୍କୀ ଦେଶ; ଇଉରୋପ ଅନ୍ତର୍ଗତ ମୁସଲମାନ ରାଜ୍ୟ ବା ରୂସ୍ — ୧. Turkey.
- ୨. ଆସିୟିକ ତୁରଷ୍କ — ୨. Turkey in Asia or Asia minor.
- ୩. ତୁର୍କୀସ୍ଥାନ (ଦେଖ) - —୩. Turkistan (See)
[ ଦ୍ର—ଆଗେ ଇଉରୋପୀୟ ତୁରଷ୍କ ସୁଲତାନଙ୍କଦ୍ୱାରା ଶାସିତ ହେଉଥିଲା ଏହି ସୁଲତାନ ପୃଥିବୀର ସମଗ୍ର ମୁସଲମାନ ସମାଜର ଧର୍ମଗୁରୁ ବା ଖଲୀଫା ଥିଲେ ବିଗତ ଜର୍ମାନୀ ସମର ପରେ ମୁସଲ— ମାନ୍ମାନେ ସୁଲତାନଙ୍କୁ ସିଂହାସନାଚ୍ୟୁତ କରି ବର୍ତ୍ତମାନ ଏ ରାଜ୍ୟରେ ସାଧାରଣନ୍ତ୍ରି ଶାସନ ପ୍ରଣାଳୀ ପ୍ରବର୍ତ୍ତାଇଅଛନ୍ତି]