Jump to content

ତୁରାନ୍

ଉଇକିଅଭିଧାନ‌ରୁ

ତୁରାନ୍

ଉଚ୍ଚାରଣ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଫା) (ନାମ)

[ସମ୍ପାଦନା]

ପାରସ୍ୟର ଉତ୍ତରପୂର୍ବ ମଧ୍ୟଆସିଆର ଦେଶଖଣ୍ଡ —Turkistan; Turan.

[ ଦ୍ର—ଏହା, ତୁର୍କୀ, ତାତାରୀ ଓ ମୋଗଲଆଦିଙ୍କ ଆଦିମ ବାସସ୍ଥାନ ଏହାର ପୂର୍ବର୍ ଚୀନ, ପଶ୍ଚିମରେ ଆଲଟାଇ ପର୍ବତ, ଦକ୍ଷିଣରେ ହିମାଳୟ ଓ ହିନ୍ଦୁକୁଶ ଓ ଉତ୍ତରରେ ରୁଷିଆ ଏ ଦେଶବାସୀଙ୍କ ପ୍ରାଚୀନ ସଂସ୍କୃତ ନାମ ଶକ ପ୍ରାଚୀନ ତୁରାନୀମାନେ ଅଗ୍ନି ଉସାସକ ଥିଲେ ଓ ପଶୁବଳି ଦେଉଥିଲେ ଏମାନେ ପୂର୍ବେ ସମଗ୍ର ଇଉରୋପ, ଆସିଆ ଓ ଭାରତକୁ ଆକ୍ରମଣ କରୁଥିଲେ ଚେଙ୍ଗୀସ୍ ଖାଁ, ତୈମୁର୍ ଓ ଉସ୍ମାନ୍ ପ୍ରଭୃତି ଏହି ଦେଶୀୟ ଥିଲେ (ହିନ୍ଦୀ - ଶବ୍ଦସାଗର)]