ତୁରି
ଦେଖଣା
ତୁରି
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତୁର୍ ଧାତୁ+କର୍ତ୍ତୃ. ଇ)
[ସମ୍ପାଦନା]- ୧. ତନ୍ତୁବାୟର ମାକୁ ବା କଣ୍ଡା —୧. A shuttle (used in weaving).
- ୨. ଚିତ୍ରକରର ତୁଳି —୨. Painter's brush.
- ୩. ବାଦ୍ୟଯନ୍ତ୍ର ବିଶେଷ — ୩. A kind of musical instrument.
- ୪. ଯୁଦ୍ଧାସ୍ତ୍ରବିଶେଷ — ୪. A kind of military weapon.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୂର୍ଯ୍ୟ; ତୂର)
[ସମ୍ପାଦନା]- ୧. ବିଗୁଲ୍; ଉଚ୍ଚଧ୍ୱନିଯୁକ୍ତ ଧାତୁ ନିର୍ମିତ ଲମ୍ୱା ଶିଙ୍ଘା ବିଶେଷ — ୧. A bugle; a clarion; trumpet.
[ ଦ୍ର—ପେଁ ପେଁ ବା ଭେଁଭେଁ ଧ୍ୱନିକାରୀ ଶିଙ୍ଘାକୁ ଭେରୀ ବା ପେଁଏଁକାଳୀ ବୋଲାଯାଏ]
ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -
[ସମ୍ପାଦନା]ବାଉଁଶ ପାତିଆରେ ଟୋକେଇ, ଭୋଗେଇ ଆଦି ବୁଣି ବିକି ଜୀବିକା ନିର୍ବାହ କରିବା ଅନାର୍ଯ୍ୟ ଜାତି ବିଶେଷ —A non-aryan caste living on preparing and selling baskets etc with split bamboo.