ତୁରିତ
ଦେଖଣା
ତୁରିତ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା](ତୁରିତେ—ଅନ୍ୟରୂପ)
ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ତ୍ୱରିତ)
[ସମ୍ପାଦନା]- ୧. ସତ୍ୱର; ଚଞ୍ଚଳ; ଅତିଶୀଘ୍ର —୧. Hastily; in haste; quickly; speedily.
ହୃଦୟେ ଧରି ସେହିମତ, କୃଷ୍ଣକୁ ଲଭିଲା ତୁରିତ ଭୂପତି. ପ୍ରେମପଞ୍ଚାମୃତ
- ୨. ତତ୍କ୍ଷଣାତ୍; ହଠାତ୍ — ୨. Suddenly; at once; immediately.
ତୁରିତେ ଉତ୍କଣ୍ଠାସରିତ ବଢ଼ିଲା ଦମ୍ୱଦ୍ରୁମ ଗଲା ଭାସି କବିସୂର୍ଯ୍ୟ, ସଙ୍ଗୀତ