Jump to content

ତୁରୁକି

ଉଇକିଅଭିଧାନ‌ରୁ

ତୁରୁକି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ତୁରଷ୍କଦେଶୀୟ ଟାଙ୍ଗଣ ଘୋଡ଼ା — Turkish pony.

କେହୁ ତୁରୁକି ପିଠିରେ ବସି ଢାଲ ବରଛି ଧରିଛି କଷି କର୍ଣ୍ଣରେ ନିଶ ଦେଇଛି ଖୋସି ଲମ୍ୱିଛି ଦାଢ଼ି ଯେ— ବ୍ରଜନାଥ, ସମରତରଙ୍ଗ

ଦେଶଜ - ବିଶେଷଣ -

[ସମ୍ପାଦନା]

ତୁର୍କୀ (ଦେଖ) - —Turkī (See)