ତୁରୁଙ୍ଗ ଠୁକିବା
(ତୁରୁଙ୍ଗ ଠୁଙ୍କିବା—ଅନ୍ୟରୂପ)
ଅପରାଧୀ ବ୍ୟକ୍ତିକୁ ହରିକାଠରେ ପକାଇ କୋଲପ ପକାଇବା —To put a man in the stocks.