Jump to content

ତୁରୁତୁରିଆ

ଉଇକିଅଭିଧାନ‌ରୁ

ତୁରୁତୁରିଆ

ଉଚ୍ଚାରଣ

[ସମ୍ପାଦନା]
(ତୁରୁତୁରୀ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - (ସଂସ୍କୃତ - ତ୍ୱରାନ୍ୱିତ)

[ସମ୍ପାଦନା]
୧. ଚପଳ ସ୍ୱଭାବ — ୧. Hasty.
୨. ଅସ୍ଥିର —୨. Restless.
୩. ଅଧୀର —୩. Impatient.