Jump to content

ତୁରୁତୁରୁ

ଉଇକିଅଭିଧାନ‌ରୁ

ତୁରୁତୁରୁ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷଣ - (ସଂସ୍କୃତ - ତ୍ୱରା)

[ସମ୍ପାଦନା]

ତରତରିଆ; ଚପଳ; ଅସ୍ଥିର — Restless; hasty.

କ୍ରି.ବିଶେଷଣ -

[ସମ୍ପାଦନା]
୧. ତରତର ହୋଇ —୧. Hastily.
୨. ଅତି ଶୀଘ୍ର —୨. Very quickly.
୩. ଅଧୀର ଭାବରେ —୩. Impatiently.