Jump to content

ତୁରୁପ୍

ଉଇକିଅଭିଧାନ‌ରୁ

ତୁରୁପ୍

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - (ଇଂରାଜୀ - ଟ୍ରମ୍ପ; ପର୍ତ୍ତୁଗୀଜ୍, ତୁରୁଫୋ)

[ସମ୍ପାଦନା]
୧. ଏକପ୍ରକାର ତାସ ଖେଳ; ରଙ୍ଗଖେଳ — ୧. A kind of card play.

[ ଦ୍ର—ଏଥିରେ ଯେଉଁ ରଙ୍ଗରେ ତାସ୍ କଟା ହୋଇଥାଏ ସେହି ରଙ୍ଗର ଅଳ୍ପ ତାସ ପକାଇ ଅନ୍ୟ ରଙ୍ଗର ଉଚ୍ଚ ମୂଲ୍ୟର ତାସମାନଙ୍କୁ ଜିତି ଏକଠିପି ନେବାକୁ ହୁଏ ଏହି ରଙ୍ଗର ତାସକୁ ତୁରୁପ୍ ବୋଲାଯାଏ]

୨. କଟା ହୋଇଥିବା ରଙ୍ଗର ତାସ — ୨. Trump card.