Jump to content

ତୁରୁଷ୍କ

ଉଇକିଅଭିଧାନ‌ରୁ

ତୁରୁଷ୍କ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ତ୍ୱରା+ଅଧିକରଣ ଉସ; କ ଯୋଗ)

[ସମ୍ପାଦନା]
୧. ତୁର୍କୀସ୍ଥାନ ଦେଶ —୧. Turkey.


[ଦ୍ରଷ୍ଟବ୍ୟ —ଭାଗବତ ଓ ବିଷ୍ଣୁପୁରାଣରେ ହିମାଳୟର ଉତ୍ତର ପଶ୍ଚିମ— ବାସୀ ତୁରଷ୍କ ଜାତି ବୋଲି ସୂଚିତ ]

୨. ଆନୀଳ ହରିତ ମଣିବିଶେଷ — ୨. Turquois; torquay (a bluish yellow gem).
୩. ଲୋଭନ୍ (ଏହା ତୁରସ୍କ ଦେଶରୁ ଆସୁଥିବାରୁ) — ୩. Olibanum.
୪. ତୁର୍କୀ ଜାତି —୪. Truk.