Jump to content

ତୁର୍ଯ୍ୟ

ଉଇକିଅଭିଧାନ‌ରୁ

ତୁର୍ଯ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଚତୁର= ଚାରି ସଂଖ୍ୟା+ଯ. ନିପାତନସିନ୍ଧ)

[ସମ୍ପାଦନା]

ତୃତୀୟ; ଚତୁର୍ଥ —Fourth.

ବିଶେଷଣ -

[ସମ୍ପାଦନା]
୧. ତୃତୀୟ ଅବସ୍ଥା —୧. The fourth or last stage attained in meditation.
୨. ଚଉଠ; ଚତୁର୍ଥ ଅଂଶ — ୨. A quarter or ୪th part.