ତୁଲ
ଦେଖଣା
ତୁଲ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ତୁଲ
|
ଦେଶଜ - ବିଶେଷଣ - (ସଂସ୍କୃତ - ତୁଲ୍ୟ)
[ସମ୍ପାଦନା]- ୧. ସମକଛ; ତୁଲ୍ୟ; ସମାନ — ୧. Equal; similar.
ରୂପ ଖଣିରେ ନାହିଁ ତା ତୁଲେ ମଣି—ରାଧାନାଥ ମେଘଦୂତ
- ୨. ସମତଳ —୨. Level; of the same level.
ମୃର୍ତ୍ତିକା ପକାଇଣ ତୁଲ କଲେ ଋକ୍ଷ କପିବଳ ସୁଖେ ଚଳିଲେ—ବିଶ୍ୱନାଥ, ଚିଚିତ୍ର ରାମାୟଣ
କ୍ରି.ବିଶେଷଣ -
[ସମ୍ପାଦନା]- ୧. (ସଂସ୍କୃତ - ତୁଲ୍ୟ) ତୁଲ୍ୟ; ପରି; ପ୍ରକାରେ — ୧. Like.
- ୨. ସଦୃଶ — ୨. Similarly.
ବିଶେଷ୍ୟ -
[ସମ୍ପାଦନା]- ୧. ତୁଳନା — ୨. Comparision.
- ୨. ସମାନତା; ସାମ୍ୟ — ୨. Equality; likeness; similarity.
- ୩. ଗୃହୋପକାରଣ — ୩. Fittings; furnitures; utensils.