Jump to content

ତୁଲସୀପତ୍ରିଆ କବି

ଉଇକିଅଭିଧାନ‌ରୁ

ତୁଲସୀପତ୍ରିଆ କବି

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ - (ବ୍ୟଙ୍ଗ୍ୟାର୍ଥ)

[ସମ୍ପାଦନା]

ରାଧାକୃଷ୍ଣ ଆଦିଙ୍କ ପ୍ରଣୟ ବଣ୍ଣନା ଛଳରେ ଯେଉଁ କବି ମାନେ ଆଦିରସାତ୍ମକ କବିତା ରଚନା କରନ୍ତି — (ironical) Poets who write on love themes under the guise of describing the love intrigues between Rādhā and Kṛushṇa.