Jump to content

ତୁଲିଆ

ଉଇକିଅଭିଧାନ‌ରୁ

ତୁଲିଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ତୁଲିଆ ଖୂଣ୍ଟ — The higher pillars of a thatched house

ଉଦେ ଅସ୍ତ ମେରୁ ତହିଁ ହୋଇଛି ତୁଲିଆ ପ୍ରାଚୀ. ବ୍ରହ୍ମନିରୂପଣଗୀତା

ପ୍ରାଦେଶିକ - (ସମ୍ୱଲପୁର) ବିଶେଷ୍ୟ -

[ସମ୍ପାଦନା]

ଛାତ —Roof.