ତୁଲ୍ୟଯୋଗୀ
=== ସଂସ୍କୃତ - ବିଶେଷଣ - (ତୁଲ୍ୟ+ଯଜ ଧାତୁ+କର୍ତ୍ତ. ଇନ୍; ୧ମା. ୧ବ)
ଯେ ସମାନ ସମ୍ୱନ୍ଧ ରଖେ —Maintaining a similar or equal relationship.