Jump to content

ତୁଲ୍ୟେ

ଉଇକିଅଭିଧାନ‌ରୁ

ତୁଲ୍ୟେ

ଉଚ୍ଚାରଣ

[ସମ୍ପାଦନା]

ଗ୍ରାମ୍ୟ - କ୍ରି.ବିଶେଷଣ -

[ସମ୍ପାଦନା]

(ଅନ୍ୟ ବ୍ୟକ୍ତି) ସହିତରେ; ସଙ୍ଗେ — With.

ନିଜ ଭାରିଜା ସମ ସରି, ତାହାଙ୍କ ତୁଲ୍ୟେ ପ୍ରୀତି କରି ଭୂପତି. ପ୍ରେମପଞ୍ଚାମୃତ