ତୁଲ୍ୟ ପ୍ରଧାନ ବ୍ୟଙ୍ଗ
କାବ୍ୟାଳଙ୍କାରବିଶେଷ, ଯହିଁରେ ବାଚ୍ୟାର୍ଥ ଓ ବ୍ୟଙ୍ଗାର୍ଥ ଏକ ଥିବାର ଦେଖାଯାଏ (ହିନ୍ଦୀ - ଶବ୍ଦସାଗର) —A figure.
in rhetoric in which the literary and implied meaning of a sentence are the same.