Jump to content

ତୁଲ୍ୟ ମୂଲ୍ୟ

ଉଇକିଅଭିଧାନ‌ରୁ

ତୁଲ୍ୟ ମୂଲ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ତୁଲ୍ୟ+ମୂଲ୍ୟ)

[ସମ୍ପାଦନା]
୧. ଏକମୂଲ୍ୟ— ବିଶିଷ୍ଟ;ସମାନ ଦରର —୧. Of equal value; of the same price.
୨. ସଦୃଶ —୨. Similar.
୩. ପ୍ରାୟ ସମାନ; ସମକକ୍ଷ — ୩. Almost equal; nearly same.
୪. ଯୋଗ୍ୟ; ଉପଯୁକ୍ତ —୪. Fit.