ତୁଲ୍ୟ ଯୋଗିତା
ଦେଖଣା
ତୁଲ୍ୟ ଯୋଗିତା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ତୁଲ୍ୟଯୋଗିନ+ତା)
[ସମ୍ପାଦନା]- ୧. କାବ୍ୟାଳଙ୍କାର— ବିଶେଷ (ଯେଉଁ ଅଳଙ୍କାରରେ ପ୍ରସ୍ତାବିତ ବା ଅପ୍ରସ୍ତାବିତ ବସ୍ତୁର କୌଣସି ଗୁଣ ବା ଧର୍ମ ସଙ୍ଗେ ଅନ୍ୟ ବସ୍ତୁର ଧର୍ମ ବା ଗୁଣ ତୁଳନାଦ୍ୱାରା ସମ୍ୱନ୍ଧ ହୁଏ) ୧. A figure of rhetoric having reference to similitude of two things; simile.
- ୨. ସାମ୍ୟ; ସମଗୁଣବିଶିଷ୍ଟତା — ୨. Similitude; similarity.