ତୁଳକ
ତୁଲ୍ୟ; ସଦୃଶ — Like.
ପୋଛି ବାଳକ ମୋର ତିଳକ ବିଜ୍ଞ ତୁଳକ ନାହିଁ ଘେନି ତୁଳିକେ ତାପ ଜାଳିକେ ଭାବେ ଅଳିକେ ଲହି ଭଞ୍ଜ. ପ୍ରେମସୁଧାନିଧି