Jump to content

ତୁଳନ

ଉଇକିଅଭିଧାନ‌ରୁ

ତୁଳନ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ତୁଳ୍ ଧାତୁ+ଭାବ ଅନ)

[ସମ୍ପାଦନା]
୧. ଉପମାନ — ୧. Act of comparing.
୨. ପରିମାଣ କରିବା —୨. Measurement.
୩. ସମାନ କରିବା —୩. Equalising.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଓଜନ କରିବା —Weighment.

ଧର୍ମ ତରାଜୁରେ ସବୁ ତୁଳନ ହେଉଛି—ପ୍ରାଚୀ ବ୍ରହ୍ମନିରୁପଣଗୀତା