ତୁଳସା ରାଣୀ
(ତୁଳୁସା ରାଣୀ—ଅନ୍ୟରୂପ)
ତୁଳସୀ ଚଉରାରେ ପ୍ରତିଷ୍ଠିତ ତୁଳସୀ ଗଛ ରୂପ ଦେବୀ ବା ଠାକୁରାଣୀ — The holy Basil plant regarded as a Goddess.
ତୁଳସୀ ରାଣୀ! ଜାଣି(ମୁଁ) ଦେଉଛି ପାଣି, (ତୁ) ନଉଥା ... ... ଢଗ