Jump to content

ତୁଳସୀ କ୍ଷେତ୍ର

ଉଇକିଅଭିଧାନ‌ରୁ

ତୁଳସୀ କ୍ଷେତ୍ର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

କଟକ ଜିଲ୍ଲାର କେନ୍ଦ୍ରାପଡ଼ା — A mythological name of Kendrāpaṟḍ̠ā in the district of Cuttack.


ପବିତ୍ର ତୁଳସୀକ୍ଷେତ୍ର ବହି ମୁଦ ବରାଜନ୍ତି ଯହିଁ ପ୍ରଭୁ ହଳାସୁଧ—ରାଧାନାଥ. ନନ୍ଦିକେଶ୍ୱର

[ ଦ୍ର—ଲଳିତଗିରିବାସୀ କନ୍ଦରାସୁରକୁ ସଂହାର କରି ବଳରାମ ତାହାର କନ୍ୟା ତୁଳସୀକୁ ବିବାହ କରିଥିବାର ସ୍ଥାନୀୟ କିମ୍ୱଦନ୍ତୀ ଅଛି ଏଣୁ କେନ୍ଦରାପଡ଼ାର ଅନ୍ୟତମ ନାମ ତୁଳସୀକ୍ଷେତ୍ର ବଳଦେବ ଜୀଉ କେନ୍ଦରାପଡ଼ାର ଅନ୍ୟତମ ପ୍ରଧାନ ଦେବତା ]