ତୁଳସୀ ବଣ
ଦେଖଣା
ତୁଳସୀ ବଣ
ଉଚ୍ଚାରଣ
[ସମ୍ପାଦନା]ଦେଶଜ - ବିଶେଷ୍ୟ - (ସଂସ୍କୃତ - ତୁଳସୀ ବନ)
[ସମ୍ପାଦନା]ତୁଳସୀ ଗଛରେ ପୂର୍ଣ୍ଣ ହୋଇଥିବା ବଗିଚା — A garden which is full of Holy Basil plants.
ତୁଳସୀ ବଣରେ ବାଘ—ଢଗ
[ ଦ୍ର—ଏହି ଢ଼ଗର ପ୍ରକୃତ ଭାବାର୍ଥ ଏହି ଯେ, ପ୍ରକୃତ ବାଘ ମହାଦ୍ରୁମାନ୍ୱିତ ଘୋର ଜଙ୍ଗଲ ମଧ୍ୟରେ ନିଜର ପରାକ୍ରମ ଦେଖାଏ ତୁଳସୀ ପରି ସାମାନ୍ୟ ଗଛ ଥିବା ସ୍ଥାନରେ ବିରାଡ଼ି ଆପଣାକୁ ବାଘ ବୋଲି ବିଚାର କରି ସ୍ୱଶକ୍ତି ଦେଖାଇବା ଭଳି ଛୋଟଲୋକ ବା ଅଶିକ୍ଷିତ ଲୋକଙ୍କ ମଧ୍ୟରେ ସାମାନ୍ୟ ଗୁଣ ଥିବା ବ୍ୟକ୍ତି ଆପଣାର ଅଧିକାର ଦେଖାଇ ହୁଏ ଅଳ୍ପ ପଢ଼ାପଢ଼ି କରିଥିବା ବ୍ୟକ୍ତି ବିଦ୍ୱାନ୍ଙ୍କ ସମାଜରେ ଆପଣାର ଗର୍ବ ଦେଖାଇପାରେ ନାହିଁ, କିନ୍ତୁ ମୂର୍ଖମାନଙ୍କ ମଧ୍ୟକୁ ଯାଇ ଆପଣାର ବଡ଼ାଇ ଦେଖାଇ ହେବା ସ୍ଥଳରେ ଏ ଢଗ ପ୍ରଯୁଯ୍ୟ ହୁଏ ଏହାର ସମାନାର୍ଥକ ପ୍ରବଚନ ଯଥା— ତନ୍ତି ସାହିରେ କଟାଶ ମହାବଳ ]