ତୁଳସୀ ବିବାହ
ଦେଖଣା
ତୁଳସୀ ବିବାହ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]କାର୍ତ୍ତିକ କୃଷ୍ଣ ଦ୍ୱାଦଶୀ ଦିନ ବିଷ୍ଣୁଙ୍କ ସହିତ ବୃନ୍ଦାବତୀ ବା ତୁଳସୀ ଚଉରାରେ ଥିବା ତୁଳସୀ ଗଛର ବିବାହ ରୂପକ ଉତ୍ସବ — The formal ceremony of marriage between Bishṇu and the Holy Basil plant on the ୧୨th day of the dark fortnight of Kārttika.