Jump to content

ତୁଳାଧାର

ଉଇକିଅଭିଧାନ‌ରୁ

ତୁଳାଧାର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ତୁଳା=ନିକିତି+ଧୃ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]
୧. ବ୍ୟବସାୟରତି; ବ୍ୟବସାୟକାରୀ — ୨. Trading; engaged in trade.
୨. ଯାହା ତୁଳାଦଣ୍ଡରେ ଝୁଲା ଯାଇ ଥାଏ —୨. Held suspended by the weighing beam.

ବିଶେଷ୍ୟ -

[ସମ୍ପାଦନା]
୧. ବଣିକ୍; ବ୍ୟବସାୟୀ — ୧. A tradesman; merchant.
୨. (ତୁଳା+ଆଧାର) ନିକିତିର ପଲ୍ଲା — ୨. The scales of a balance.
୩. ତରାଜୁ ଦଣ୍ଡିରୁ ଓହଳିଥିବା ଡୋରି, ଯହିଁରେ ପଲ୍ଲା ଲାଗି ଥାଏ—(ହିନ୍ଦୀ - ଶବ୍ଦସାଗର) —୩. The strings of a balance.
୪. ଜ୍ୟୋତିଷୋକ୍ତ ତୁଳାରାଶି — ୪. The sign of Libra in the zodiac.
୫. କିରଣ —୫. Ray.