Jump to content

ତୁଳା କାଠି

ଉଇକିଅଭିଧାନ‌ରୁ

ତୁଳା କାଠି

ଉଚ୍ଚାରଣ

[ସମ୍ପାଦନା]

(ତୁଳା କାଢ଼ି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ଯେଉଁ କାଠି ଅଗରେ ତୁଳା ଗୁଡ଼ିଆ ହୋଇ ଥାଏ —A small twig with cotton wound at the top.

[ଦ୍ରଷ୍ଟବ୍ୟ —ଏହାଦ୍ୱାରା କାନ ଆଦି କୁଣ୍ଡାଇବାକୁ ହୁଏ, ଏ କାଠିକୁ ଅତରରେ ବୁଡ଼ାଇ ହାତରେ ଓ ନାକ ପାଖରେ ଧାରା ଯାଏ ଓ ଏ କାଠି ଘିଅରେ ବୁଡ଼ାହୋଇ, ତହିରେ ନିଆଁ ଲାଗି ଦେବତାଙ୍କ ଆଗରେ ଆରତି କରାଯାଏ]

୨. ବିଶାକାଠି ବା ଓଜନ କରିବାରେ ବ୍ୟବହୃତ ତାରାଜ ପ୍ରଭୃତି —୨ Weighing yard or beam.