Jump to content

ତୁଳା କୋଟୀ

ଉଇକିଅଭିଧାନ‌ରୁ

ତୁଳା କୋଟୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ତୁଳା=ନିକ୍ତି+କୁଟ ଧାତୁ=ପରିମାଣ କରିବା+ଇ;+ଈ)

[ସମ୍ପାଦନା]
୧. ନୁପୁର — ୧. A twinkling anklet.

ବଳା ତୁଳାକୋଟୀ ଖଞ୍ଜିଲେ ପାଦେ ଭଞ୍ଜ. ବୈଦେହୀଶବିଳାସ

୨. ତୁଳାଦଣ୍ଡର ଅଗ୍ରଭାଗ ମୁଣ୍ଡ —୨. The end of the scale-yard or beam of a balance.
୩. ପରିମାଣବିଶେଷ —୩. A standard weight.
୪. ଅର୍ବୁଦ ସଂଖ୍ୟା —୪. One hundred millions.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ଉପମା ସମୂହ — A number of c;omparisions.