Jump to content

ତୁଳା ପାତ୍ର

ଉଇକିଅଭିଧାନ‌ରୁ

ତୁଳା ପାତ୍ର

ଉଚ୍ଚାରଣ

[ସମ୍ପାଦନା]
  • (file)

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନିକିତି — Balance; scales.

ବସାଇ ବିଚ୍ଛେଦ ତୁଳ ପାତ୍ରେ ତୁଳି ଦେଲା ସିନା ପ୍ରେମ ଧନରେ ଭଞ୍ଜ. ବୈଦେହୀଶବିଳାସ



ତୁଳା ପାତ୍ର

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ନିକିତି — A pair of scales; balance.

କିଚ୍ଛେଦକୁ ତୁଳାପାତ୍ର କରି, ବେନି ଦ୍ରବ୍ୟକୁ ତୁଳିରେ ସରି ପ୍ରାଚୀ. ରସବାରିଧି