Jump to content

ତୁଳା ବୀଜ

ଉଇକିଅଭିଧାନ‌ରୁ

ତୁଳା ବୀଜ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ମ. ପ. ଲୋ; ତୁଳା=ଓଜନ+ବୀଜ; ଯେଉଁ ବୀଜ ସାହାଯ୍ୟରେ ସୁନା ରୂପା ଆଦି ଓଜନ କରାଯାଏ)

[ସମ୍ପାଦନା]

କାଇଞ୍ଚ A seed used by goldsmiths tor weighing gold or other metals; the seed of Abrus Precatorius.